Back to Alumni Activities
ପୂର୍ବତନ ବିଦ୍ୟାର୍ଥୀ ସମ୍ମିଳନୀ 2025
ସବୁ ବର୍ଷ ଭଳି ଏହି ବର୍ଷ ମଧ୍ୟ ଆମ ବିଦ୍ୟାଳୟର ବିଭିନ୍ନ ବ୍ୟାଚ୍ର ପୁରୁଣା ଛାତ୍ରଛାତ୍ରୀମାନଙ୍କୁ ନେଇ ବିଦ୍ୟାଳୟ ପରିସର ମଧ୍ୟରେ ପୂର୍ବତନ ବିଦ୍ୟାର୍ଥୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ଗୁରୁଜୀ ଗୁରୁମା ଏବଂ ପରିଚାଳନା ସମିତିର ସଦସ୍ୟଙ୍କ ଆଲୋଚନା, ସ୍ମୃତିର ଆଦାନ-ପ୍ରଦାନ ଓ ସାଧାରଣ ଭୋଜନ ସହିତ ଏହି ଦିନରୁ ଆରମ୍ଭ ହେଲା ଆମ ରଜତ ଜୟନ୍ତୀ ପାଇଁ ସାମୂହିକ ପ୍ରସ୍ତୁତି।
October 05, 20255 Photos




